Panchang Today 6th February 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ...

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ଗୁରୁବାର । ଚନ୍ଦ୍ର- ବୃଷ ଅହୋରାତ୍ର,ତିଥି- ୯ମୀ ରାତ୍ରି ୧୦.୫୩ ଗତେ ୧୦ମୀ, ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୭.୨୯ ପର୍ଯ୍ୟନ୍ତ ।

ଶୁଭସମୟ:

ପ୍ରାତଃ- ୦୬.୨୩ ରୁ ୦୭.୫୩

ଦିବା- ୧୦.୫୩ ରୁ ୦୧.୦୮

ରାତ୍ରି- ୦୨.୫୯ ରୁ ୦୩.୫୦

ଅଶୁଭସମୟ:

ରାହୁକାଳ- ଦିବା ୦୧.୨୫ ରୁ ୦୨.୪୯

କାଳବେଳା- ଦିବା ୦୨.୪୯ ରୁ ୦୪.୧୩

ବାରବେଳା- ଦିବା ୦୪.୧୩ ରୁ ୦୫.୩୭

କାଳରାତ୍ରି- ରାତ୍ରି ୧୨.୦୦ ରୁ ୦୧.୩୬