• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ନିଶାନ୍ତ ୦୫.୦୬ ଗତେ କୁମ୍ଭ,ତିଥି-୫ମୀ ଦିବା ୧୨.୦୮ ଗତେ ୬ଷ୍ଠୀ,ଘାତଚନ୍ଦ୍ର- ସିଂହ ରାଶିର , ନିଶାନ୍ତ ୦୫.୦୬ ଗତେ ମିଥୁନ ଓ ମୀନ ରାଶିର,ଘାତବାର- ବିଛା, ଧନୁ ଓ ମୀନ ରାଶିର,ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ:

ପ୍ରାତଃ-୦୬.୧୨ ରୁ ୦୬.୫୫

ପ୍ରାତଃ- ୦୭.୩୮ ରୁ ୦୮.୫୪

ଦିବା-୧୧.୫୯ ରୁ ୦୨.୫୩

ଦିବା-୦୩.୩୬ ରୁ ୦୫.୦୩

ସନ୍ଧ୍ୟା-୦୫.୫୬ ରୁ ୦୮.୨୦

ରାତ୍ରି-୧୨.୦୪ ରୁ ୦୧.୪୯

ରାତ୍ରି-୦୨.୪୨ ରୁ ୦୪.୨୭

ଅଶୁଭ ସମୟ:

ରାହୁକାଳ- ଦିବା ୧୦.୧୬ ରୁ ୧୧.୩୭

କାଳବେଳା- ଦିବା ୧୦.୧୬ ରୁ ୧୧.୩୭

ବାରବେଳା- ଦିବା ୦୮.୫୪ ରୁ ୧୦.୧୬

କାଳରାତ୍ରି- ରାତ୍ରି ୦୮.୨୦ ରୁ ୦୯.୫୯

OTV is now on Whatsapp

Join and get latest news update delivered to you via whatsapp

Join Now