panchang
ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଶନିବାର। ଚନ୍ଦ୍ର- ତୁଳା ଅହୋରାତ୍ର ,ତିଥି- ୩ୟା ଅହୋରାତ୍ର,ଘାତଚନ୍ଦ୍ର- ନାସ୍ତି ,ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୯.୩୨ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭସମୟ:
ପ୍ରାତଃ- ୦୭.୧୬ ରୁ ୦୮.୩୮
ଦିବା- ୧୧.୫୮ ରୁ ୦୧.୦୩
ଦିବା - ୦୨.୩୧ ରୁ ୦୩.୦୬
ଦିବା - ୦୩.୫୩ ରୁ ୦୩.୫୯
ରାତ୍ରି- ୦୨.୨୬ ରୁ ୦୩.୧୫
ଅଶୁଭସମୟ:
ରାହୁକାଳ- ଦିବା ୦୮.୩୮ ରୁ ୧୦.୦୬
କାଳବେଳା- ପ୍ରାତଃ ୦୫.୪୨ ରୁ ୦୭.୧୦ ଓ ଦିବା ୦୩.୫୯ ରୁ ୦୫.୨୭
ବାରବେଳା- ଦିବା ୦୧.୦୩ ରୁ ୦୨.୩୧
କାଳରାତ୍ରି- ସନ୍ଧ୍ୟା ୦୫.୨୭ ରୁ ୦୬.୫୯ ଓ ରାତ୍ରି ୦୪.୧୦ ରୁ ୦୫.୪୨
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/panchang_1728092419.jpg)