Panchang Today 5th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ଦିବା ୦୯.୪୪ ଗତେ ଧନୁ,ତିଥି-୪ର୍ଥୀ ରାତ୍ରି ୧୨.୧୭ ଗତେ ୫ମୀ ,ଘାତଚନ୍ଦ୍ର- ଦିବା ୦୯.୪୪ ଗତେ ତୁଳା ଓ କୁମ୍ଭ ରାଶିର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୧-ପାଦ-କୃଷିହାନି-ଭୂମିଦାନ

ଶୁଭସମୟ:

ପ୍ରାତଃ– ୦୫.୫୩ ରୁ ୦୬.୩୮

ଦିବା- ୦୮.୪୧ ରୁ ୧୧.୦୭

ସନ୍ଧ୍ୟା-୦୫.୦୬ ରୁ ୦୬.୪୨

ରାତ୍ରି- ୦୮.୧୮ ରୁ ୦୮.୩୧

ରାତ୍ରି- ୦୯.୨୨ ରୁ ୧୧.୫୫

ରାତ୍ରି- ୦୧.୩୮ ରୁ ୦୩.୨୦

ରାତ୍ରି-୦୪.୧୧ ରୁ ୦୫.୫୪

ଅଶୁଭସମୟ:

ରାହୁକାଳ- ଦିବା ୦୨.୧୮ ରୁ ୦୩.୪୨

କାଳବେଳା-ଦିବା ୧୨.୫୪ ରୁ ୦୨.୧୮

ବାରବେଳା-ପ୍ରାତଃ ୦୭.୧୭ ରୁ ୦୮.୪୧

କାଳରାତ୍ରି- ସନ୍ଧ୍ୟା ୦୬.୪୨ ରୁ ୦୮.୧୮