Panchang Today 5th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ରବିବାର ଚନ୍ଦ୍ର- କର୍କଟ ଅହୋରାତ୍ର, ତିଥି- ୮ମୀ ରାତ୍ରି ୦୩.୧୮ ଗତେ ୯ମୀ, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ

ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ରବିବାର ଚନ୍ଦ୍ର- କର୍କଟ ଅହୋରାତ୍ର, ତିଥି- ୮ମୀ ରାତ୍ରି ୦୩.୧୮ ଗତେ ୯ମୀ, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ମେଷ ରାଶିର, ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ 

ପ୍ରାତଃ – ୦୬.୩୮ ରୁ ୦୮.୫୨

ଦିବା – ୧୨.୫୪ ରୁ ୦୨.୫୨ 
ଦିବା – ୦୩.୩୭ ରୁ ୦୩.୪୨
ରାତ୍ରି – ୦୭.୪୦ ରୁ ୦୯.୨୨   
ରାତ୍ରି – ୧୧.୫୫ ରୁ ୦୧.୦୬ 
ରାତ୍ରି – ୦୨.୪୨ ରୁ ୦୫.୫୩

ଅଶୁଭ ସମୟ

ଋାହୁକାଳ – ଦିବା ୦୩.୪୨ ରୁ ୦୫.୦୭
କାଳବେଳା – ଦିବା ୧୧.୩୦ ରୁ ୧୨.୫୪
ବାରବେଳା –  ଦିବା ୧୦.୦୫ ରୁ ୧୧.୩୦
କାଳରାତ୍ରି – ରାତ୍ରି ୦୧.୦୬ ରୁ ୦୨.୪୨