Panchang Today 5th May 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଦ୍ରବ୍ୟ କ୍ରୟ କରନ୍ତୁ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ରବିବାର । ଚନ୍ଦ୍ର- ମୀନ ଅହୋରାତ୍ର ତିଥ- ୧୨ଶୀ ସନ୍ଧ୍ୟା ୦୫.୪୨ ଗତେ ୧୩ଶୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୫.୪୨ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ:

ପ୍ରାତଃ- ୦୫.୧୯ ରୁ ୦୯.୩୫

ଦିବା-୦୧.୧୯ ରୁ ୦୧.୫୧

ସନ୍ଧ୍ୟା- ୦୬.୫୨ରୁ ୦୯.୦୬

ରାତ୍ରି-୧୨.୦୫ ରୁ ୦୧.୦୭

ରାତ୍ରି- ୦୨.୩୦ ରୁ ୦୩.୦୪

ଅଶୁଭ ସମୟ:

ରାହୁକାଳ- ଦିବା ୦୪.୩୧ ରୁ ୦୬.୦୭

କାଳବେଳା- ଦିବା ୧୧.୪୩ ରୁ ୦୧.୧୯

ବାରବେଳା- ଦିବା ୧୦.୦୭ ରୁ ୧୧.୪୩

କାଳରାତ୍ରି- ରାତ୍ରି ୦୧.୦୭ ରୁ ୦୨.୩୦