Panchang Today 5th July 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭ

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Today Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ବୁଧବାର । ଚନ୍ଦ୍ର – ଧନୁ ଦିବା ୦୧.୪୩ ଗତେ ମକର,ତିଥି – ୨ୟା ଦିବା ୧୦.୦୨ ଗତେ ୩ୟା, ଘାତ ଚନ୍ଦ୍ର – ସିଂହ ଅହୋରାତ୍ର ,ଘାତ ବାର – କର୍କଟ,ପୁଷ୍କର ଦୋଷ – ୨ ପାଦ - ପଶୁ ଓ ବଂଶହାନି- ଅନ୍ନ ଓ ତିଳକାଞନ ଦାନ ପ୍ରାତଃ ୦୫.୩୯ ଗତେ ୧ ପାଦ

ଶୁଭ ସମୟ:

ପ୍ରାତଃ ୦୭.୫୪ ରୁ ୦୮.୩୩

ଦିବା ୧୦.୧୨ ରୁ ୧୧.୨୪

ଦିବା ୦୨.୦୨ ରୁ ୦୫.୩୩

ସନ୍ଧ୍ୟା ୦୬.୨୬ ରୁ ୦୭.୦୯

ରାତ୍ରି ୦୯.୦୮ ରୁ ୧୦.୦୨

ରାତ୍ରି ୧୨.୧୨ ରୁ ୦୧.୩୯

ଅଧିକ ପଢ଼ନ୍ତୁ: ଏହି ବାସ୍ତୁ ଦୋଷ ଥିଲେ ଆପଣ ହୋଇଯିବେ ଦରିଦ୍ର; ଜାଣନ୍ତୁ ପ୍ରତିକାର

ଅଶୁଭ ସମୟ:

ଋାହୁକାଳ – ଦିବା ୧୧.୫୧ ରୁ ୦୧.୨୯

କାଳବେଳା – ଦିବା ୦୮.୩୩ ରୁ ୧୦.୧୨

ବାରବେଳା – ଦିବା ୧୧.୫୧ ରୁ ୦୧.୨୯

କାଳରାତ୍ରି – ରାତ୍ରି ୦୨.୩୩ ରୁ ୦୩.୫୫