ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ବୁଧବାର । ଚନ୍ଦ୍ର- ମେଷ ରାତ୍ରି ୦୨.୧୬ ଗତେ ବୃଷ । ତିଥି- ୮ମୀ ରାତ୍ରି ୧୨.୩୫ ଗତେ ୯ମୀ । ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୨.୧୬ ଗତେ ବିଛା ରାଶିର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ରାତ୍ରି ୦୮.୩୩ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭସମୟ-
Also Read
ପ୍ରାତଃ- ୦୬.୨୪ ରୁ ୦୭.୫୩
ଦିବା- ୦୧.୫୨ ରୁ ୦୪.୫୨
ସନ୍ଧ୍ୟା- ୦୬.୨୮ ରୁ ୧୦.୪୩
ରାତ୍ରି- ୦୨.୦୮ ରୁ ୦୩.୧୨
ନିଶାନ୍ତ- ୦୪.୪୭ ରୁ ୦୬.୨୩
ଅଶୁଭସମୟ-
ରାହୁକାଳ- ଦିବା ୧୨.୦୦ ରୁ ୦୧.୨୪
କାଳବେଳା- ଦିବା ୦୯.୧୨ ରୁ ୧୦.୩୬
ବାରବେଳା- ଦିବା ୧୨.୦୦ ରୁ ୦୧.୨୪
କାଳରାତ୍ରି- ରାତ୍ରି ୦୩.୧୨ ରୁ ୦୪.୪୭