Panchang Today 5th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୧୦ମୀ ସନ୍ଧ୍ୟା ୦୫.୨୫ଗତେ ୧୧ଶୀ ଘାତଚନ୍ଦ୍ର- ନାସ୍ତି ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନାସ୍ତି

Panchang

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୧୦ମୀ ସନ୍ଧ୍ୟା ୦୫.୨୫ଗତେ ୧୧ଶୀ ଘାତଚନ୍ଦ୍ର- ନାସ୍ତି ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ
ପ୍ରାତଃ- ୦୬.୨୪ ରୁ ୦୭.୪୮
ଦିବା-୧୦.୫୩ ରୁ ୦୧.୦୭
ଦିବା-୦୪.୧୨ ରୁ ୦୪.୫୨
ସନ୍ଧ୍ୟା-୦୬.୨୮ ରୁ ୦୯.୦୧
ରାତ୍ରି- ୧୨.୦୦ ରୁ ୦୨.୫୯
ଅଶୁଭ ସମୟ
ରାହୁକାଳ - ପ୍ରାତଃ ୦୭.୪୮ ରୁ ୦୯.୧୨
କାଳବେଳା- ପ୍ରାତଃ ୦୭.୪୮ ରୁ ୦୯.୧୨
ବାରବେଳା- ଦିବା  ୦୨.୪୮ ରୁ ୦୪.୧୨
କାଳରାତ୍ରି- ରାତ୍ରି ୧୦.୨୪ ରୁ ୧୨.୦୦