Panchang Today 5th December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଗୁରୁବାର । ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୪ର୍ଥୀ ଦିବା ୦୧.୧୦ ଗତେ ୫ମୀ,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୨୬ ପର୍ଯ୍ୟନ୍ତ ।

ଶୁଭ ସମୟ:

ପ୍ରାତଃ-୦୬.୧୧ ରୁ ୦୭.୩୮

ସନ୍ଧ୍ୟା-୦୫.୫୫ ରୁ ୦୯.୨୬

ରାତ୍ରି-୦୧.୧୬ ରୁ ୦୩.୩୪

ରାତ୍ରି-୦୪.୨୬ ରୁ ୦୬.୧୨

ଅଶୁଭ ସମୟ:

ରାହୁକାଳ- ଦିବା ୧୨.୫୮ ରୁ ୦୨.୨୦

କାଳବେଳା- ଦିବା ୦୨.୨୦ ରୁ ୦୩.୪୧

ବାରବେଳା- ଦିବା ୦୩.୪୧ ରୁ ୦୫.୦୩

କାଳରାତ୍ରି- ରାତ୍ରି ୧୧.୩୭ ରୁ ୦୧.୧୬