Panchang
Advertisment
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଗୁରୁବାର । ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୪ର୍ଥୀ ଦିବା ୦୧.୧୦ ଗତେ ୫ମୀ,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୨୬ ପର୍ଯ୍ୟନ୍ତ ।
Advertisment
ଶୁଭ ସମୟ:
ପ୍ରାତଃ-୦୬.୧୧ ରୁ ୦୭.୩୮
ସନ୍ଧ୍ୟା-୦୫.୫୫ ରୁ ୦୯.୨୬
ରାତ୍ରି-୦୧.୧୬ ରୁ ୦୩.୩୪
ରାତ୍ରି-୦୪.୨୬ ରୁ ୦୬.୧୨
ଅଶୁଭ ସମୟ:
ରାହୁକାଳ- ଦିବା ୧୨.୫୮ ରୁ ୦୨.୨୦
କାଳବେଳା- ଦିବା ୦୨.୨୦ ରୁ ୦୩.୪୧
ବାରବେଳା- ଦିବା ୦୩.୪୧ ରୁ ୦୫.୦୩
କାଳରାତ୍ରି- ରାତ୍ରି ୧୧.୩୭ ରୁ ୦୧.୧୬
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1733365363.jpg)