Panchang Today 4th May 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଦ୍ରବ୍ୟ କ୍ରୟ କରନ୍ତୁ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୪ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୪ ତାରିଖ ଶନିବାର । ଚନ୍ଦ୍ର- କୁମ୍ଭ ଦିବା ୦୪.୩୭ ଗତେ ମୀନ,ତିଥି- ୧୧ଶୀ ରାତ୍ରି ୦୮.୩୯ ଗତେ ୧୨ଶୀ ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୦୪.୩୭ ଗତେ ଧନୁ ରାଶିର ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ-୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୩୯ ଗତେ ୩ ପାଦ-କୃଷି,ପଶୁ ଓ ବଂଶହାନି –ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୦୬ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

ଶୁଭ ସମୟ:

ଦିବା-୧୦.୦୭ ରୁ ୦୧.୦୦

ରାତ୍ରି-୦୨.୨୧ ରୁ ୧୦.୩୬

ରାତ୍ରି- ୧୨.୦୫ ରୁ ୦୧.୩୫

ରାତ୍ରି-୦୨.୨୦ ରୁ ୦୩.୪୯

ଅଶୁଭ ସମୟ:

ରାହୁକାଳ- ଦିବା ୦୮.୩୧ ରୁ ୧୦.୦୭

କାଳବେଳା- ପ୍ରାତଃ ୦୫.୧୯ ରୁ ୦୬.୦୫୫ ଓ ଦିବା ୦୪.୩୧ ରୁ ୦୬.୦୭

ବାରବେଳା- ଦିବା ୦୧.୧୯ ରୁ ୦୨.୫୫

କାଳରାତ୍ରି- ସନ୍ଧ୍ୟା ୦୬.୦୭ ରୁ ୦୭.୩୧ ଓ ରାତ୍ରି ୦୩.୫୫ ରୁ ୦୫.୧୯