/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୦୪ ତାରିଖ ବୁଧବାର । ଚନ୍ଦ୍ର- ସିଂହ ପ୍ରାତଃ ୦୭.୩୫ ଗତେ କନ୍ୟା। ତିଥି- ୯ମୀ ରାତ୍ରି ୧୧.୫୪ ଗତେ ୧୦ମୀ।ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ପ୍ରାତଃ ୦୭.୩୫ ଗତେ ବୃଷ ରାଶିର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ- ୧ ପାଦ- କୁଟୁମ୍ବହାନି - ତିଳକାଞ୍ଚନ ଦାନ ରାତ୍ରି ୦୩.୩୫ ପର୍ଯ୍ୟନ୍ତ।
Advertisment
ଶୁଭ ସମୟ –
ପ୍ରାତଃ- ୦୭.୪୮ ରୁ ୦୮.୨୭
ଦିବା- ୧୦.୦୬ ରୁ ୧୧.୧୮
ଦିବା – ୦୧.୫୬ ରୁ ୦୫.୨୬
ସନ୍ଧ୍ୟା – ୦୬.୧୯ ରୁ ୦୯.୫୬
ରାତ୍ରି- ୧୨.୦୬ ରୁ ୦୧.୩୩
ଅଶୁଭ ସମୟ
ରାହୁକାଳ- ଦିବା ୧୧.୪୫ ରୁ ୦୧.୨୩
କାଳବେଳା- ଦିବା ୦୮.୨୭ ରୁ ୧୦.୦୬
ବାରବେଳା- ଦିବା ୧୧.୪୫ ରୁ ୦୧.୨୩
କାଳରାତ୍ରି- ରାତ୍ରି ୦୨.୨୭ ରୁ ୦୩.୪୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)