Panchang Today 5th June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୫ ବୁଧବାର,ଚନ୍ଦ୍ର- ବୃଷ ଅହୋରାତ୍ର,ତିଥି-୧୪ଶୀ ରାତ୍ରି ଅମାବାସ୍ୟା ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର ,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ ରାତ୍ରି ୦୯.୧୬ ପର୍ଯ୍ୟନ୍ତ

Panchang

ଶୁଭ ସମୟ:

ପ୍ରାତଃ- ୦୭.୪୭ ରୁ ୦୮.୨୮

ଦିବା- ୧୦.୦୩ ରୁ ୧୧.୧୮

ସନ୍ଧ୍ୟା- ୦୬.୧୯ ରୁ ୦୯.୫୬

ରାତ୍ରି- ୧୨.୦୬ ରୁ ୦୧.୩୩

ଅଧିକ ପଢ଼ନ୍ତୁ: Vastu Tips: ଘରର ଉତ୍ତର ଦିଗରେ ନାଲି ରଙ୍ଗ ବ୍ୟବହାର କରିଛନ୍ତି କି… ହେବ ଏହିସବୁ ସମସ୍ୟା

ଅଶୁଭ ସମୟ:

ରାହୁକାଳ- ଦିବା- ୧୧.୪୫ ରୁ ୦୧.୨୩

କାଳବେଳା- ଦିବା - ୦୮.୨୮ ରୁ ୧୦.୦୬

ବାରବେଳା- ଦିବା- ୧୧.୪୫ ରୁ ୦୧.୨୩

କାଳରାତ୍ରି- ରାତ୍ରି- ୦୨.୨୮ ରୁ ୦୩.୪୯