Panchang Today 4th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି କ୍ରୟ କରନ୍ତୁ

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ଗୁରୁବାର,ଚନ୍ଦ୍ର- ବୃଷ ଦିବା ୦୩.୫୮ ଗତେ ମିଥୁନ,ତିଥି- ୧୩ଶୀ ପ୍ରାତଃ ୦୫.୫୪ ଗତେ ୧୪ଶୀ ନିଶାନ୍ତ ୦୪.୫୮ ଗତେ ଅମାବାସ୍ୟା,ଘାତଚନ୍ଦ୍ର- ବିଛା ରାଶିର, ଦିବା ୦୩.୫୮ ଗତେ କନ୍ୟା ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ:

ପ୍ରାତଃ- ୦୫.୧୬ ରୁ ୦୬.୦୮

ଦିବା- ୦୯.୩୯ ରୁ ୧୧.୨୪

ସନ୍ଧ୍ୟା- ୦୭.୦୯ ରୁ ୦୯.୧୯

ରାତ୍ରି- ୦୧.୧୨ ରୁ ୦୨.୨୩

ରାତ୍ରି- ୦୩.୪୯ ରୁ ୦୫.୧୬

ଅଧିକ ପଢ଼ନ୍ତୁ: Vastu Tips: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ

ଅଶୁଭ ସମୟ:

ରାହୁକାଳ- ଦିବା ୦୧.୨୯ ରୁ ୦୩.୦୮

କାଳବେଳା- ଦିବା ୦୩.୦୮ ରୁ ୦୪.୪୭

ବାରବେଳା- ଦିବା ୦୪.୪୭ ରୁ ୦୬.୨୬

କାଳରାତ୍ରି- ରାତ୍ରି ୧୧.୫୧ ରୁ ୦୧.୧୨