Panchang Today 4th January 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରୁ ବାହାରନ୍ତୁ...

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୪ ତାରିଖ ଶନିବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି- ୫ ମୀ ରାତ୍ରି ୧୦.୦୧ ଗତେ ୬ଷ୍ଠୀ । ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୯.୨୩ ଗତେ ୨ ପାଦ-କୃଷି ଓ ବଂଶହାନି -ଭୂମି ଓ ତିଳକାଞ୍ଚନ ଦାନ ।

Panchang

ଶୁଭ ସମୟ-                     

ପ୍ରାତଃ– ୦୭.୫୨ ରୁ ୦୯.୦୮

ଦିବା- ୧୨.୧୩ ରୁ ୦୧.୧୩

ଦିବା- ୦୨.୩୪ ରୁ ୦୩.୦୬

ଦିବା- ୦୩.୫୦ ର୍‌ୁ ୦୩.୫୫

ରାତ୍ରି- ୦୨.୫୫ ରୁ ୦୩.୪୮        

ଅଶୁଭ ସମୟ- 

ରାହୁକାଳ- ଦିବା ୦୯.୦୮ ରୁ ୧୦.୩୦

କାଳବେଳା- ପ୍ରାତଃ ୦୬.୨୬ ରୁ ୦୭.୪୭ ଓ ଦିବା ୦୩.୫୫ ରୁ ୦୫.୧୭

ବାରବେଳା- ଦିବା ୦୧.୧୩ ରୁ ୦୨.୩୪

କାଳରାତ୍ରି- ସନ୍ଧ୍ୟା ୦୫.୧୭ ରୁ ୦୬.୫୫ ଓ ନିଶାନ୍ତ ୦୪.୪୭ ରୁ ୦୬.୨୬