Panchang Today 4th February 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର ।  ଚନ୍ଦ୍ର- ମେଷ ଅହୋରାତ୍ର,ତିଥି- ୭ମୀ ରାତ୍ରି ୦୨.୩୧ ଗତେ ୮ମୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର, ଘାତବାର- ମକର ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୨.୩୧ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭସମୟ:  

ଦିବା- ୦୯.୧୨ ରୁ ୧୦.୫୩

ଦିବା- ୦୧.୦୭ ରୁ ୦୧.୨୪

ଦିବା- ୦୪.୧୨ ରୁ ୦୪.୫୧

ସନ୍ଧ୍ୟା- ୦୫.୩୬ ରୁ ୦୬.୨୭

ରାତ୍ରି- ୦୯.୦୧ ରୁ ୧୧.୩୪

ରାତ୍ରି- ୦୨.୦୮ ରୁ ୦୩.୫୦                 

ଅଶୁଭସମୟ: 

ରାହୁକାଳ- ଦିବା ୦୨.୪୮ ରୁ ୦୪.୧୨      

କାଳବେଳା- ଦିବା ୦୧.୨୪ ରୁ ୦୨.୪୮

ବାରବେଳା- ପ୍ରାତଃ ୦୭.୪୮ ରୁ ୦୯.୧୨

କାଳରାତ୍ରି- ସନ୍ଧ୍ୟା ୦୭.୧୨ ରୁ ୦୮.୪୮