ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ରବିବାର । ଚନ୍ଦ୍ର- କର୍କଟ ଅହୋରାତ୍ର ।ତିଥି- ଅମାବାସ୍ୟା ଦିବା ୦୪.୪୨। ଗତେ ପ୍ରତିପଦ । ଘାତଚନ୍ଦ୍ର- ନାସ୍ତି । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
Also Read
ଶୁଭ ସମୟ
ପ୍ରାତଃ- ୦୫.୨୭ ରୁ ୦୯.୪୪
ଦିବା- ୦୧.୨୮ ରୁ ୦୨.୦୧
ସନ୍ଧ୍ୟା- ୦୭.୦୨ ରୁ ୦୯.୧୬
ରାତ୍ରି- ୧୨.୧୫ ରୁ ୦୧.୧୬
ରାତ୍ରି- ୦୨.୪୦ ରୁ ୦୩.୧୩
ଅଶୁଭ ସମୟ
ରାହୁକାଳ- ଦିବା ୦୪.୪୧ ରୁ ୦୬.୧୮
କାଳବେଳା- ଦିବା ୧୧.୫୨ ରୁ ୦୧.୨୮
ବାରବେଳା- ଦିବା ୧୦.୧୬ ରୁ ୧୧.୫୨
କାଳରାତ୍ରି- ରାତ୍ରି ୦୧.୧୬ ରୁ ୦୨.୪୦