/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ମୀନ ମାସ ଚୈତ୍ର ଶୁକ୍ଲପକ୍ଷ। ଇଂରାଜୀରେ ୦୪ ତାରିଖ ଶୁକ୍ରବାର। ଚନ୍ଦ୍ର- ମିଥୁନ ଅହୋରାତ୍ର। ତିଥି- ୭ମୀ ରାତ୍ରି ୦୮.୧୩ ଗତେ ୮ମୀ।ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର। ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୮.୧୩ ପର୍ଯ୍ୟନ୍ତ। ତା’ପରେ ନିଶାନ୍ତ ୦୫.୨୦ ଗତେ ପୁନର୍ବସୁ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
Advertisment
ଶୁଭସମୟ-
ପ୍ରାତଃ- ୦୫.୪୧ ରୁ ୦୬.୩୦
ପ୍ରାତଃ- ୦୭.୧୯ ରୁ ୦୮.୪୫
ଦିବା- ୧୨.୧୪ ରୁ ୦୨.୪୧
ଦିବା- ୦୪.୧୯ ରୁ ୦୫.୫୮
ରାତ୍ରି- ୦୭.୩୧ ରୁ ୦୮.୫୩
ରାତ୍ରି- ୦୧.୪୬ ରୁ ୦୪.୦୬
ଅଶୁଭସମୟ-
ରାହୁକାଳ- ଦିବା ୧୦.୧୭ ରୁ ୧୧.୪୯
କାଳବେଳା- ଦିବା ୧୦.୧୭ ରୁ ୧୧.୪୯
ବାରବେଳା- ଦିବା ୦୮.୪୫ ରୁ ୧୦.୧୭
କାଳରାତ୍ରି- ରାତ୍ରି ୦୮.୫୩ ରୁ ୧୦.୨୧
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)