Panchang Today 3rd Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର ଚନ୍ଦ୍ର- ମିଥୁନ ରାତ୍ରି ୦୧. ୨୪ ଗତେ କର୍କଟ ତିଥି- ୬ଷ୍ଠୀ ରାତ୍ରି ୧୧.୦୭ ଗତେ ୭ମୀ ଘାତ ଚନ୍ଦ୍ର- କନ୍ୟା ରାଶିର ରାତ୍ରି ୦୧.୨୪ ପର୍ଯ୍ୟନ୍ତ ଘାତ ବାର। ଜାଣନ୍ତୁ ଆଜି କେଉଁ ସମୟ ରହିଛି ଆପଣଙ୍କ ପାଇଁ ଶୁଭ....

ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ଶୁକ୍ରବାର ଚନ୍ଦ୍ର- ମିଥୁନ ରାତ୍ରି ୦୧. ୨୪ ଗତେ କର୍କଟ ତିଥି- ୬ଷ୍ଠୀ ରାତ୍ରି ୧୧.୦୭ ଗତେ ୭ମୀ ଘାତ ଚନ୍ଦ୍ର- କନ୍ୟା ରାଶିର ରାତ୍ରି ୦୧.୨୪ ପର୍ଯ୍ୟନ୍ତ ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ପ୍ରାତଃ ୦୫.୫୭ ଗତେ ୧ ପାଦ - କୁଟୁମ୍ବହାନି

ଶୁଭ ସମୟ

ପ୍ରାତଃ – ୦୫.୫୨ ରୁ ୦୬.୩୭

ପ୍ରାତଃ- ୦୭.୨୨ ରୁ ୦୮.୪୧

ଦିବା – ୧୧.୫୨ ରୁ ୨.୫୨

ଦିବା – ୦୩.୩୭ ରୁ ୦୫.୦୭

ସନ୍ଧ୍ୟା – ୦୫.୫୮ ରୁ ୦୮.୧୯

ରାତ୍ରି – ୧୧.୫୫ ରୁ ୦୧.୩୭

ଅଶୁଭ ସମୟ

ଋାହୁକାଳ – ଦିବା ୧୦.୦୫ ରୁ ୧୧.୩୦

କାଳବେଳା – ଦିବା ୧୦.୦୫ ରୁ ୧୧.୩୦

ବାରବେଳା – ଦିବା ୦୮.୪୧ ରୁ ୧୦.୦୫

କାଳରାତ୍ରି – ରାତ୍ରି ୦୮.୧୯ ରୁ ୦୯.୫୪