Panchang Today 3rd June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଭୂମି କ୍ରୟ କରନ୍ତୁ...

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୩ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୩ ସୋମବାର,ଚନ୍ଦ୍ର- ମେଷ ଅହୋରାତ୍ର,ତିଥି-୧୨ଶୀ ରାତ୍ରି ୧୨.୧୮ ଗତେ ୧୩ଶୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୧୨.୧୮ ପର୍ଯ୍ୟନ୍ତ ।

ଶୁଭ ସମୟ:

ଦିବା- ୦୮.୪୧ ରୁ ୧୦.୨୬

ରାତ୍ରି- ୦୯.୧୨ ରୁ ୧୦.୨୩

ରାତ୍ରି- ୧୧.୪୪ ରୁ ୧୨.୦୬

ରାତ୍ରି- ୦୧.୩୩ ରୁ ୦୩.୦୦, ୦୩.୪୩ ରୁ ୦୪.୨୭

ଅଧିକ ପଢ଼ନ୍ତୁ: Vastu Tips: ଘରର ଉତ୍ତର ଦିଗରେ ନାଲି ରଙ୍ଗ ବ୍ୟବହାର କରିଛନ୍ତି କି… ହେବ ଏହିସବୁ ସମସ୍ୟା

ଅଶୁଭ ସମୟ:

ରାହୁକାଳ- ପ୍ରାତଃ- ୦୬.୪୯ ରୁ ୦୮.୨୭

କାଳବେଳା- ପ୍ରାତଃ - ୦୬.୪୯ ରୁ ୦୮.୨୭

ବାରବେଳା- ଦିବା- ୦୩.୦୨ ରୁ ୦୪.୪୦

କାଳରାତ୍ରି- ରାତ୍ରି- ୧୦.୨୩ ରୁ ୧୧.୪୪