Panchang
ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ସୋମବାର । ଚନ୍ଦ୍ର- ମୀନ ରାତ୍ରି ୧୧.୧୭ ଗତେ ମେଷ । ତିଥି- ୫ମୀ ପ୍ରାତଃ ୦୬.୫୩ ଗତେ ୬ଷ୍ଠୀ ନିଶାନ୍ତ ୦୪.୩୭ ଗତେ ୭ମୀ। ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୧୧.୧୭ ଗତେ ମେଷ ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ନିଶାନ୍ତ ୦୪.୩୭ ଗତେ ୭ମୀ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
ଶୁଭ ସମୟ-
ପ୍ରାତଃ- ୦୬.୨୪ ରୁ ୦୭.୪୮
ଦିବା- ୧୦.୫୩ ରୁ ୦୧.୦୭
ଦିବା- ୦୪.୧୨ ରୁ ୦୪.୫୧
ସନ୍ଧ୍ୟା- ୦୬.୨୭ ରୁ ୦୯.୦୧
ରାତ୍ରି- ୧୨.୦୦ ରୁ ୦୨.୫୯
ଅଶୁଭ ସମୟ-
ରାହୁକା ଳ- ପ୍ରାତଃ ୦୭.୪୮ ରୁ ୦୯.୧୨
କାଳବେଳା- ପ୍ରାତଃ ୦୭.୪୮ ରୁ ୦୯.୧୨
ବାରବେଳା- ଦିବା ୦୨.୪୮ ରୁ ୦୪.୧୨
କାଳରାତ୍ରି- ରାତ୍ରି ୧୦.୨୪ ରୁ ୧୨.୦୦
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1737860397.jpg)