/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706581429.jpg)
Panchang Today
ସୈାର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୦୩ ତାରିଖ ଶନିବାର। ଚନ୍ଦ୍ର- ତୁଳା ରାତ୍ରି ୦୧.୦୨ ଗତେ ବିଛା, ତିଥି- ୮ମୀ ସନ୍ଧ୍ୟା ୦୫.୨୧ ଗତେ ୯ମୀ ଘାତଚନ୍ଦ୍ର- ନାସ୍ତି, ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ
Advertisment
ଶୁଭ ସମୟ:
ଦିବା-୧୦.୩୬ ରୁ ୦୧.୦୭
ରାତ୍ରି-୦୮.୦୯ ରୁ ୧୦.୪୩
ରାତ୍ରି-୧୨.୨୫ ରୁ ୦୨.୦୮
ରାତ୍ରି-୦୨.୫୯ ରୁ ୦୪.୪୨
ଅଶୁଭ ସମୟ:
ରାହୁକାଳ- ଦିବା ୦୯.୧୨ ରୁ ୧୦.୩୬
କାଳବେଳା- ପ୍ରାତଃ ୦୬.୨୫ ରୁ ୦୭.୪୮ ଓ ଦିବା ୦୪.୧୧ ରୁ ୦୫.୩୫
ବାରବେଳା- ଦିବା ୦୧.୨୪ ରୁ ୦୨.୪୮
କାଳରାତ୍ରି- ସନ୍ଧ୍ୟା ୦୫.୩୫ ରୁ ୦୭.୧୧ ଓ ନିଶାନ୍ତ ୦୪.୪୮ ରୁ ୦୬.୨୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)