Panchang
ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ମଙ୍ଗଳବାର । ଚନ୍ଦ୍ର- ଧନୁ ଅହୋରାତ୍ର, ତିଥି- ୨ୟା ଦିବା ୦୧.୦୯ ଗତେ ୩ୟା,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୧.୦୯ ଗତେ ୧ ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ:
ପ୍ରାତଃ-୦୬.୧୦ ରୁ ୦୬.୫୩
ଦିବା-୦୮.୫୩ ରୁ ୧୧.୧୪
ସନ୍ଧ୍ୟା-୦୫.୦୨ ରୁ ୦୬.୪୧
ରାତ୍ରି- ୦୮.୧୯ ରୁ ୦୮.୩୨
ରାତ୍ରି- ୦୯.୨୫ ରୁ ୧୨.୦୩
ରାତ୍ରି- ୦୧.୪୮ ରୁ ୦୩.୦୩୩
ରାତ୍ରି- ୦୪.୨୫ ରୁ ୦୬.୧୦
ଅଶୁଭ ସମୟ:
ରାହୁକାଳ- ଦିବା ୦୨.୨୯ ରୁ ୦୩.୪୧
କାଳବେଳା- ଦିବା ୧୨.୫୮ ରୁ ୦୨.୧୯
ବାରବେଳା- ପ୍ରାତଃ ୦୭.୩୧ ରୁ ୦୮.୫୩
କାଳରାତ୍ରି- ସନ୍ଧ୍ୟା ୦୬.୪୧ ରୁ ୦୮.୧୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1733198878.jpg)