Panchang Today 3rd December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ମଙ୍ଗଳବାର । ଚନ୍ଦ୍ର- ଧନୁ ଅହୋରାତ୍ର, ତିଥି- ୨ୟା ଦିବା ୦୧.୦୯ ଗତେ ୩ୟା,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୧.୦୯ ଗତେ ୧ ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ:

ପ୍ରାତଃ-୦୬.୧୦ ରୁ ୦୬.୫୩

ଦିବା-୦୮.୫୩ ରୁ ୧୧.୧୪

ସନ୍ଧ୍ୟା-୦୫.୦୨ ରୁ ୦୬.୪୧

ରାତ୍ରି- ୦୮.୧୯ ରୁ ୦୮.୩୨

ରାତ୍ରି- ୦୯.୨୫ ରୁ ୧୨.୦୩

ରାତ୍ରି- ୦୧.୪୮ ରୁ ୦୩.୦୩୩

ରାତ୍ରି- ୦୪.୨୫ ରୁ ୦୬.୧୦

ଅଶୁଭ ସମୟ:

ରାହୁକାଳ- ଦିବା ୦୨.୨୯ ରୁ ୦୩.୪୧

କାଳବେଳା- ଦିବା ୧୨.୫୮ ରୁ ୦୨.୧୯

ବାରବେଳା- ପ୍ରାତଃ ୦୭.୩୧ ରୁ ୦୮.୫୩

କାଳରାତ୍ରି- ସନ୍ଧ୍ୟା ୦୬.୪୧ ରୁ ୦୮.୧୯