Advertisment

Panchang Today 3rd August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୩ ତାରିଖ ଶନିବାର ଚନ୍ଦ୍ର- ମିଥୁନ ପ୍ରାତଃ ୦୫.୪୧ ଗତେ କର୍କଟ ତିଥି- ୧୪ଶୀ ଦିବା ୦୩.୫୦ ଗତେ ଅମାବାସ୍ୟା ଘାତଚନ୍ଦ୍ର- କନ୍ୟା ରାଶିର ପ୍ରାତଃ ୦୫.୪୧ ପର୍ଯ୍ୟନ୍ତ ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୧.୫୯ ଗତେ ୧ ପାଦ-କୃଷିହାନି-ଭୂମିଦାନ

Panchang Today In Odia

Panchanga

ଶୁଭ ସମୟ

ଦିବା- ୧୦.୧୬ ରୁ ୦୧.୦୯

ରାତ୍ରି- ୦୮.୩୨ ରୁ ୧୦.୪୬

ରାତ୍ରି- ୧୨.୧୫ ରୁ ୦୧.୪୪

ରାତ୍ରି- ୦୨.୨୮ ରୁ ୦୩.୫୮

ଅଶୁଭ ସମୟ

ରାହୁକାଳ- ଦିବା ୦୮.୩୯ ରୁ ୧୦.୧୬

କାଳବେଳା- ପ୍ରାତଃ ୦୫.୨୬ ରୁ ୦୭.୦୩ ଓ ଦିବା ୦୪.୪୨ ରୁ ୦୬.୧୮

ବାରବେଳା- ଦିବା ୦୧.୨୯ ରୁ ୦୩.୦୫

କାଳରାତ୍ରି- ସନ୍ଧ୍ୟା ୦୬.୧୮ ରୁ ୦୭.୪୨ ଓ ରାତ୍ରି ୦୪.୦୩ ରୁ ୦୫.୨୭

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ