• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଗୁରୁବାର ।  ଚନ୍ଦ୍ର- ବୃଷ ସନ୍ଧ୍ୟା ୦୬.୨୨ ଗତେ ମିଥୁନ । ତିଥି- ୬ଷ୍ଠୀ ରାତ୍ରି ୦୯.୪୧ ଗତେ ୭ମୀ । ଘାତଚନ୍ଦ୍ର- ବିଛା ରାଶିର, ସନ୍ଧ୍ୟା ୦୬.୨୨ ଗତେ କନ୍ୟା ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ରାତ୍ରି ୦୯.୪୧ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।

ଶୁଭ ସମୟ-

ପ୍ରାତଃ- ୦୫.୪୨ ରୁ ୦୭.୨୦
ଦିବା- ୧୦.୩୬ ରୁ ୦୧.୦୩
ରାତ୍ରି- ୦୨.୩୩ ରୁ ୦୩.୨୦

ଅଶୁଭ ସମୟ-

ରାହୁକାଳ- ଦିବା ୦୧.୨୨ ରୁ ୦୨.୫୩
କାଳବେଳା- ଦିବା ୦୨.୫୩ ରୁ ୦୪.୨୩  
ବାରବେଳା- ଦିବା ୦୪.୨୫ ରୁ ୦୫.୫୭
କାଳରାତ୍ରି- ରାତ୍ରି ୧୧.୪୯ ରୁ ୦୧.୧୭