Panchang Today 31st October 2024: ଆଜିର ପଞ୍ଚାଙ୍ଗ, ଦୀପାବଳିରେ ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ଗୁରୁବାର । ଚନ୍ଦ୍ର- କନ୍ୟା ଦିବା ୧୧.୧୫ ଗତେ ତୁଳା ,ତିଥି- ୧୪ଶୀ ଦିବା ୦୩.୫୩ ଗତେ ଅମାବାସ୍ୟା,ଘାତଚନ୍ଦ୍ର- ବୃଷ ରାଶିର ଦିବା ୧୧.୧୫ ପର୍ଯ୍ୟନ୍ତ ,ଘାତବାର- ତୁଳା ଓ କୁମ୍ଭ ରାଶିର, ପୁଷ୍କର ଦୋଷ- ନାସ୍ତି

ଶୁଭସମୟ:

ପ୍ରାତଃ– ୦୫.୫୧ ରୁ ୦୭.୨୧

ସନ୍ଧ୍ୟା- ୦୫.୫୯ ରୁ ୦୯.୨୩

ରାତ୍ରି- ୦୧.୦୫ ରୁ ୦୩.୧୯

ରାତ୍ରି- ୦୪.୦୯ ରୁ ୦୫.୫୧

ଅଶୁଭସମୟ:

ରାହୁକାଳ- ଦିବା ୧୨.୫୪ ରୁ ୦୨.୧୯

କାଳବେଳା- ଦିବା ୦୨.୧୯ ରୁ ୦୩.୪୪

ବାରବେଳା- ଦିବା ୦୩.୪୪ ରୁ ୦୫.୦୯

କାଳରାତ୍ରି-ରାତ୍ରି ୧୧.୩୦ ରୁ ୦୧.୦