Panchang Today 31st March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୩୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୩୧ ତାରିଖ ରବିବାର । ଚନ୍ଦ୍ର- ବିଛା ରାତ୍ରି ୧୦.୫୫ ଗତେ ଧନୁ,ତିଥି- ୬ଷ୍ଠୀ ରାତ୍ରି ୦୯.୩୧ ଗତେ ୭ମୀ,ଘାତଚନ୍ଦ୍ର- ରାତ୍ରି ୧୦.୫୫ ଗତେ ତୁଳା ଓ କୁମ୍ଭ ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୯.୩୧ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

ଶୁଭ ସମୟ:

ପ୍ରାତଃ- ୦୫.୪୪ ରୁ ୦୯.୪୮

ଦିବା-୦୧.୨୨ ରୁ ୦୧.୫୨

ସନ୍ଧ୍ୟା-୦୬.୪୪ ରୁ ୦୯.୦୫

ରାତ୍ରି-୧୨.୧୪ ରୁ ୦୧.୧୮

ରାତ୍ରି-୦୨.୪୭ ରୁ ୦୩.୨୨

ଅଶୁଭ ସମୟ:

ରାହୁକାଳ - ଦିବା ୦୪.୨୫ ରୁ ୦୫.୫୭

କାଳବେଳା-  ଦିବା ୧୧.୫୦ ରୁ ୦୧.୨୨

ବାରବେଳା- ଦିବା ୧୦.୧୯ ରୁ ୧୧.୫୦

କାଳରାତ୍ରି- ରାତ୍ରି ୦୧.୧୮ ରୁ ୦୨.୪୭