Panchang Today 31st December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ ..

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୩୧ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୩୧ ତାରିଖ ମଙ୍ଗଳବାର । ଚନ୍ଦ୍ର- ଧନୁ ନିଶାନ୍ତ ୦୬.୦୧ ଗତେ ମକର,ତିଥି- ପ୍ରତିପଦ ରାତ୍ରି ୦୩.୨୨ ଗତେ ୨ ୟା ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ନିଶାନ୍ତ ୦୬.୦୧ ଗତେ ସିଂହ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୧୨.୦୨ ଗତେ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୨୨ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ

ଶୁଭସମୟ:

ପ୍ରାତଃ–୦୬.୨୪ ରୁ ୦୭.୦୮

ଦିବା- ୦୯.୦୭ ରୁ ୧୧.୨୮

ସନ୍ଧ୍ୟା- ୦୫.୧୪ ରୁ ୦୬.୫୩

ରାତ୍ରି- ୦୮.୩୨ ରୁ ୦୮.୪୫

ରାତ୍ରି- ୦୯.୩୮ ରୁ ୧୨.୧୬

ରାତ୍ରି- ୦୨.୦୧ ରୁ ୦୩.୪୭

ନିଶାନ୍ତ- ୦୪.୪୯ ରୁ ୦୬.୨୫

ଅଶୁଭସମୟ:

ରାହୁକାଳ- ଦିବା ୦୨.୩୨ ରୁ ୦୩.୫୩

କାଳବେଳା- ଦିବା ୦୧.୧୧ ରୁ ୦୨.୩୨

ବାରବେଳା-ପ୍ରାତଃ ୦୭.୪୬ ରୁ ୦୯.୦୭

କାଳରାତ୍ରି- ସନ୍ଧ୍ୟା ୦୬.୫୩ ରୁ ୦୮.୩୨