Panchang Today 31st August 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ଶନିବାର,ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି- ୧୩ଶୀ ରାତ୍ରି ୦୩.୪୧ ଗତେ ୧୪ଶୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭସମୟ:

ଦିବା- ୧୦.୧୩ ରୁ ୦୧.୦୧

ରାତ୍ରି- ୦୮.୧୮ ରୁ ୧୦.୩୭

ରାତ୍ରି- ୧୨.୧୦ ରୁ ୦୧.୪୨

ରାତ୍ରି- ୦୨.୨୯ ରୁ ୦୪.୦୨

ଅଶୁଭସମୟ:

ରାହୁକାଳ- ଦିବା ୦୮.୪୦ ରୁ ୧୦.୧୩

କାଳବେଳା- ପ୍ରାତଃ ୦୫.୩୪ ରୁ ୦୭.୦୭ ଓ ଦିବା ୦୪.୨୫ ରୁ ୦୫.୫୮

ବାରବେଳା- ଦିବା ୦୧.୧୯ ରୁ ୦୨.୫୨

କାଳରାତ୍ରି- ସନ୍ଧ୍ୟା ୦୫.୫୮ ରୁ ୦୭.୨୫ ଓ ରାତ୍ରି ୦୪.୦୭ ରୁ ୦୫.୩୪