Advertisment

Panchang Today 30th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଘାତ ଚନ୍ଦ୍ର -ଧନୁ ରାଶିର , ରାତ୍ରି ୦୯.୦୯ ଗତେ ମେଷ ରାଶି। ଘାତ ବାର- ବୃଷ, ସିଂହ ଓ କନ୍ୟା ।

undefined

Today Panchang

Advertisment

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର - ମୀନ ରାତ୍ରି ୦୯.୦୯ ଗତେ ମେଷ । 

Advertisment

ତିଥି- ପ୍ରତିପଦ ଦିବା ୧୨.୨୧ ଗତେ ୨ୟା 
ଘାତ ଚନ୍ଦ୍ର -ଧନୁ ରାଶିର , ରାତ୍ରି ୦୯.୦୯ ଗତେ ମେଷ ରାଶି
ଘାତ ବାର- ବୃଷ, ସିଂହ ଓ କନ୍ୟା
ପୁଷ୍କର ଦୋଷ- ୧ ପାଦ- କୃଷିହାନି-ଭୂମିଦାନ ଦିବା ୧୨.୨୧ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ 

ଶୁଭ ସମୟ

ପ୍ରାତଃ- ୦୭.୧୫ ରୁ ୦୮.୩୮
ଦିବା- ୧୨.୦୦ ରୁ ୦୧.୦୫
ଦିବା- ୦୨.୩୪ ରୁ ୦୩.୧୦
ଦିବା- ୦୩.୫୭ ରୁ ୦୪.୦୩ 
ରାତ୍ରି- ୦୨.୨୬ ରୁ  ୦୩.୧୫

Advertisment

ଅଶୁଭ ସମୟ

ରାହୁକାଳ - ଦିବା ୦୮.୩୮ ରୁ ୧୦.୦୭
କାଳ ବେଳା- ପ୍ରାତଃ ୦୫.୪୦ ରୁ ୦୭.୦୯ ଓ ଦିବା ୦୪.୦୩ ରୁ ୦୫.୩୨
ବାର ବେଳା- ଦିବା ୦୧.୦୫ ରୁ ୦୨.୩୪
କାଳରାତ୍ରି –ସନ୍ଧ୍ୟା ୦୫.୩୨ ରୁ ୦୭.୦୩ ଓ ରାତ୍ରି ୦୪.୦୯ ରୁ ୦୫.୪୦

Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ