Panchang Today 30th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିଥି- ୫ମୀ ରାତ୍ରି ୦୯.୧୪ ଗତେ ୬ଷ୍ଠୀ ଘାତଚନ୍ଦ୍ର- ନାସ୍ତି,ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର- ବିଛା ଅହୋରାତ୍ର,ତିଥି- ୫ମୀ ରାତ୍ରି ୦୯.୧୪ ଗତେ ୬ଷ୍ଠୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ:

ଦିବା-୧୦.୧୯ ରୁ ୦୧.୦୪

ରାତ୍ରି-୦୮.୧୮ ରୁ ୧୦.୩୯

ରାତ୍ରି-୧୨.୧୪ ରୁ ୦୧.୪୮

ରାତ୍ରି-୦୨.୩୫ ରୁ ୦୪.୧୦

ଅଶୁଭ ସମୟ:

ରାହୁକାଳ - ଦିବା ୦୮.୪୮ ରୁ ୧୦.୧୯

କାଳବେଳା-ପ୍ରାତଃ ୦୫.୪୫ ରୁ ୦୭.୧୬ ଓ ଦିବା ୦୪.୨୫ ରୁ ୦୫.୫୬

ବାରବେଳା- ଦିବା ୦୧.୨୨ ରୁ ୦୨.୫୪

କାଳରାତ୍ରି- ସନ୍ଧ୍ୟା ୦୫.୫୬ ରୁ ୦୭.୨୫ ଓ ରାତ୍ରି ୦୪.୧୬ ରୁ ୦୫.୪୪