Panchang Today 30th June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଜିନିଷ କ୍ରୟ କରନ୍ତୁ

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର,ଚନ୍ଦ୍ର- ମୀନ ପ୍ରାତଃ ୦୭.୩୪ ଗତେ ମେଷ । ତିଥି- ୯ମୀ ଦିବା ୧୨.୧୯ ଗତେ ୧୦ମୀ,ଘାତଚନ୍ଦ୍ର- ଧନୁ ରାଶିର, ପ୍ରାତଃ ୦୭.୩୪ ଗତେ ମେଷ ରାଶିର । ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ

ଶୁଭସମୟ:

ପ୍ରାତଃ- ୦୭.୦୦ ରୁ ୦୯.୩୮

ଦିବା -୦୧.୨୯ ରୁ ୦୨.୫୪

ଦିବା –୦୪.୪୦ ରୁ ୦୪.୪୬

ସନ୍ଧ୍ୟା-୦୬.୨୫ ରୁ ୦୭.୫୨

ରାତ୍ରି -୧୦.୪୫ ରୁ ୧୨.୫୫

ଅଶୁଭସମୟ:

ରାହୁକାଳ- ଦିବା-୦୪.୪୬ ରୁ ୦୬.୨୫

କାଳବେଳା-ଦିବା ୧୧.୫୦ ରୁ ୦୧.୨୯

ବାରବେଳା- ଦିବା ୧୦.୧୧ ରୁ ୧୧.୫୦

କାଳରାତ୍ରି- ରାତ୍ରଞ୍ଜି ୦୧.୧୧ ରୁ ୦୨.୩୨