Panchang
Advertisment
ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୩୦ତାରିଖ ଗୁରୁବାର । ଚନ୍ଦ୍ର- ମକର ସନ୍ଧ୍ୟା ୦୬.୩୪ ଗତେ କୁମ୍ଭ । ତିଥି- ପ୍ରତିପଦ ଦିବା ୦୪.୧୦ ଗତେ ୨ୟା । ଘାତଚନ୍ଦ୍ର- ସିଂହ ରାଶିର, ସନ୍ଧ୍ୟା ୦୬.୩୪ ଗତେ ମିଥୁନ ଓ ମୀନ ରାଶିର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ଦିବା ୦୪.୧୦ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ।
ଶୁଭ ସମୟ-
ପ୍ରାତଃ- ୦୬.୨୬ ରୁ ୦୭.୫୫
ଦିବା- ୧୦.୫୩ ରୁ ୦୧.୦୬
ରାତ୍ରି- ୦୩.୦୦ ରୁ ୦୩.୫୧
ଅଶୁଭ ସମୟ-
ରାହୁକାଳ- ଦିବା ୦୧.୨୩ ରୁ ୦୨.୪୬
କାଳବେଳା- ଦିବା ୦୨.୪୬ ରୁ ୦୪.୧୦
ବାରବେଳା- ଦିବା ୦୪.୧୦ ରୁ ୦୫.୩୩
କାଳରାତ୍ରି- ରାତ୍ରି ୧୧.୫୯ ରୁ ୦୧.୩୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1736738343.jpg)