Panchang Today 30th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତରେ ଘରେ କରନ୍ତୁ ଶୁଭ କର୍ମ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

News Summary

ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ମଙ୍ଗଳବାର,ଚନ୍ଦ୍ର- ଧନୁ ଦିବା ୧୦.୩୫ ଗତେ ମକର,ତିଥି-୬ଷ୍ଠୀ ପ୍ରାତଃ ୦୭.୦୫ ଗତେ ୭ମୀ,ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୧୦.୩୫ ଗତେ ସିଂହ ରାଶିର ଘାତବାର- ମକର ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶ ହାନି-ଭୂମି ଓ ତିଳକାଞ୍ଚନ ଦାନ ପ୍ରାତଃ ୦୭.୦୫ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୪.୦୮ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

ଶୁଭ ସମୟ:

ଦିବା-୦୮.୩୨ ରୁ ୧୦.୨୭

ଦିବା-୦୧.୦୦ ରୁ ୦୧.୧୯

ଦିବା-୦୪.୩୦ ରୁ ୦୫.୧୫

ସନ୍ଧ୍ୟା-୦୬.୦୫ ରୁ ୦୬.୫୧

ରାତ୍ରି-୦୯.୦୬ ରୁ ୧୧.୨୧

ରାତ୍ରି- ୦୧.୩୬ ରୁ ୦୩.୦୬

ଅଧିକ ପଢ଼ନ୍ତୁ: ଗୃହର ଏହି ଦିଗକୁ ଜଳ ନିଷ୍କାସିତ ହେଉଛି କି… ଗୃହକୁ ଆସିବ ମହା ସଂକଟ

ଅଶୁଭ ସମୟ:

ରାହୁକାଳ -ଦିବା ୦୨.୫୪ ରୁ ୦୪.୩୦

କାଳବେଳା- ଦିବା ୦୧.୧୯ ରୁ ୦୨.୫୪

ବାରବେଳା- ପ୍ରାତଃ ୦୬.୫୭ ରୁ ୦୮.୩୨

କାଳରାତ୍ରି- ରାତ୍ରି ୦୭.୩୦ ରୁ ୦୮.୫୪