/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706581429.jpg)
Panchang Today
ସୌର ମକରମାସ ମାଘ କୃଷ୍ଣପକ୍ଷ । ଇଂରାଜୀ ୩୦ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୪ର୍ଥୀ ଦିବା ୦୮.୫୪ ଗତେ ୫ମୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୦୫ ଗତେ ୧ପାଦ-କୃଷିହାନୀ-ଭୂମିଦାନ ।
Advertisment
ଶୁଭ ସମୟ
ଦିବା- ୦୯.୧୩ରୁ ୧୦.୫୩
ଦିବା- ୦୧.୦୬ରୁ ୦୧.୨୩
ଦିବା- ୦୪.୧୦ରୁ ୦୪.୪୮
ସନ୍ଧ୍ୟା- ୦୫.୩୩ରୁ ୦୬.୨୪
ରାତ୍ରି- ୦୮.୫୯ରୁ ୧୧.୩୪
ରାତ୍ରି- ୦୨.୦୮ରୁ ୦୩.୫୧
ଅଧିକ ପଢ଼ନ୍ତୁ: ଏହି ଦିନଗୁଡିକରେ ଆରମ୍ଭ କରନ୍ତୁ ଗୃହ ନିର୍ମାଣ; ଆସିବ ନାହିଁ ସମସ୍ୟା
ଅଶୁଭ ସମୟ
ରାହୁକାଳ- ଦିବା ୦୨.୪୬ରୁ ୦୪.୧୦
କାଳବେଳା-ଦିବା ୦୧.୨୩ରୁ ୦୨.୪୬
ବାରବେଳା- ପ୍ରାତଃ ୦୭.୪୯ରୁ ୦୯.୧୩
କାଳରାତ୍ରି- ସନ୍ଧ୍ୟା ୦୭.୧୦ରୁ ୦୮.୪୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)