• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର- କର୍କଟ ନିଶାନ୍ତ ୦୫.୪୨ ଗତେ ସିଂହ । ତିଥି- ୩ୟା ଦିବା ୦୯.୪୪ ଗତେ ୪ର୍ଥୀ । ଘାତଚନ୍ଦ୍ର- ନିଶାନ୍ତ ୦୫.୪୨ ଗତେ କର୍କଟ ଓ ମକର ରାଶିର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନୀ-ଭୂମିଦାନ ।

ଶୁଭ ସମୟ

ପ୍ରାତଃ- ୦୭.୫୦ରୁ ୦୯.୦୬

ଦିବା- ୧୨.୧୦ରୁ ୦୧.୧୦

ଦିବା- ୦୨.୩୧ରୁ ୦୩.୦୩

ଦିବା- ୦୩.୪୭ରୁ ୦୩.୫୨

ରାତ୍ରି- ୦୨.୫୩ରୁ ୦୩.୪୬

ଅଶୁଭ ସମୟ

ରାହୁକାଳ - ଦିବା ୦୯.୦୬ରୁ ୧୦.୨୭

କାଳବେଳା- ପ୍ରାତଃ ୦୬.୨୪ରୁ ୦୭.୪୫ ଓ ଦିବା ୦୩.୫୨ ରୁ ୦୫.୧୩

ବାରବେଳା- ଦିବା ୦୧.୧୦ରୁ ୦୨.୩୧

କାଳରାତ୍ରି- ସନ୍ଧ୍ୟା ୦୫.୧୩ରୁ ୦୬.୫୨ ଓ ନିଶାନ୍ତ ୦୪.୪୫ ରୁ ୦୬.୨୪