Advertisment

Panchang Today 2nd June 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ  ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୦୨ ତାରିଖ ସୋମବାର। ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି- ୭ମୀ ରାତ୍ରି ୦୮.୩୫ ଗତେ ୮ମୀ। ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁମ୍ପଦ ନାଶ - ଅନ୍ନ ଦାନ ରାତ୍ରି ୦୮.୩୫ ପର୍ଯ୍ୟନ୍ତ।

author-image
Deepak Acharya
ଅଦ୍ୟତନ ହୋଇଛି
undefined

Panchang

ସୈାର ବୃଷ ମାସ  ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୦୨ ତାରିଖ ସୋମବାର। ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି- ୭ମୀ ରାତ୍ରି ୦୮.୩୫ ଗତେ ୮ମୀ। ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁମ୍ପଦ ନାଶ - ଅନ୍ନ ଦାନ ରାତ୍ରି ୦୮.୩୫ ପର୍ଯ୍ୟନ୍ତ।

Advertisment

ଶୁଭ ସମୟ

ଦିବା- ୦୮.୪୦ ରୁ ୧୦.୨୫

ରାତ୍ରି – ୦୯.୧୨ ରୁ ୧୦.୨୩

ରାତ୍ରି- ୧୧.୪୪ ରୁ ୧୨.୦୬

ରାତ୍ରି- ୦୧.୩୩ ରୁ ୦୩.୦୦ , ୦୩.୪୩ ରୁ ୦୪.୨୭

ଅଶୁଭ ସମୟ

ରାହୁକାଳ- ପ୍ରାତଃ ୦୬.୪୯ ରୁ ୦୮.୨୭

କାଳବେଳା- ପ୍ରାତଃ ୦୬.୪୯ ରୁ ୦୮.୨୭

ବାରବେଳା- ଦିବା ୦୩.୦୧ ରୁ ୦୪.୪୦

କାଳରାତ୍ରି- ରାତ୍ରି ୧୦.୨୩ ରୁ ୧୧.୪୪

Panchang
Advertisment
Advertisment