/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695359594.jpg)
Today Panchang,
ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୨ ତାରିଖ ସୋମବାର । ଚନ୍ଦ୍ର –ମେଷ ରାତ୍ରି ୧୨.୧୬ ଗତେ ବୃଷ, ତିଥି- ୩ୟା ପ୍ରାତଃ ୦୭.୩୬ ଗତେ ୪ର୍ଥୀ, ଘାତ ଚନ୍ଦ୍ର- ମେଷ ରାଶିର, ରାତ୍ରି ୧୨.୧୬ ଗତେ ବିଛା ରାଶିର, ଘାତ ବାର- ମିଥୁନ, ପୁଷ୍କର ଦୋଷ- ସନ୍ଧ୍ୟା ୦୬.୨୪ ଗତେ ୧ ପାଦ କୁତୁମ୍ବହାନି- ତିଳକାଞ୍ଚନ ଦାନ
Advertisment
ଶୁଭ ସମୟ:
ପ୍ରାତଃ- ୦୫.୪୧ ରୁ ୦୭.୦୯
ଦିବା- ୦୮.୫୦ ରୁ ୧୧.୧୨
ରାତ୍ରି- ୦୭.୫୭ ରୁ ୧୦.୦୪
ରାତ୍ରି- ୦୨.୨୬ ରୁ ୦୩.୧୫
ଅଶୁଭ ସମୟ:
ରାହୁକାଳ - ପ୍ରାତଃ ୦୭.୦୯ ରୁ ୦୮.୩୮
କାଳ ବେଳା-ପ୍ରାତଃ ୦୭.୦୯ ରୁ ୦୮.୩୮
ବାର ବେଳା- ଦିବା ୦୨.୩୩ ରୁ ୦୪.୦୨
କାଳରାତ୍ରି –ରାତ୍ରି ୧୦.୦୪ ରୁ ୧୧.୩୬
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)