Panchang Today 2nd November 2024: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୨ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୨ ତାରିଖ ଶନିବାର । ଚନ୍ଦ୍ର- ତୁଳା ରାତ୍ରି ୧୧.୨୨ ଗତେ ବିଛା,ତିଥି- ପ୍ରତିପଦ ରାତ୍ରି ୦୮.୨୨ ଗତେ ୨ୟା,ଘାତଚନ୍ଦ୍ର- ନାସ୍ତି,ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର ,ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୮.୨୨ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ।

ଶୁଭସମୟ:

ପ୍ରାତଃ-୦୭.୨୨ ରୁ ୦୮.୪୧

ଦିବା- ୧୧.୫୨ ରୁ ୧୨.୫୪

ଦିବା- ୦୨.୧୯ ରୁ ୦୨.୫୨

ଦିବା- ୦୩.୩୭ ରୁ ୦୩.୪୩

ରାତ୍ରି- ୦୨.୨୮ରୁ ୦୩.୧୯

ଅଶୁଭସମୟ:

ରାହୁକାଳ- ଦିବା ୦୮.୪୧ ରୁ ୧୦.୦୫

କାଳବେଳା- ପ୍ରାତଃ ୦୫.୫୨ ରୁ ୦୭.୧୬ ଓ ଦିବା ୦୩.୪୩ ରୁ ୦୫.୦୮

ବାରବେଳା- ଦିବା ୧୨.୫୪ ରୁ ୦୨.୧୯

କାଳରାତ୍ରି- ସନ୍ଧ୍ୟା ୦୫.୦୮ ରୁ ୦୬.୪୩ ଓ ରାତ୍ରି ୦୪.୧୭ ରୁ ୦୫.୫୨