Panchang Today 2nd June 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ...

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୨ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୨ ରବିବାର । ଚନ୍ଦ୍ର- ମୀନ ରାତ୍ରି ୦୧.୪୦ ଗତେ ମେଷ । ତିଥି-୧୧ଶୀ ରାତ୍ରି ୦୨.୫୧ ଗତେ ୧୨ଶୀ । ଘାତଚନ୍ଦ୍ର- ଧନୁ ରାଶିର, ରାତ୍ରି ୦୧.୪୦ ଗତେ ମେଷ ରାଶିର । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୨.୪୧ ଗତେ ୨ ପାଦ କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ।

ଶୁଭ ସମୟ

ପ୍ରାତଃ- ୦୬.୫୫ ରୁ ୦୯.୩୩

ଦିବା- ୦୧.୨୩ ରୁ ୦୨.୪୮
ଦିବା- ୦୪.୩୩ ରୁ ୦୪.୪୦
ସନ୍ଧ୍ୟା- ୦୬.୧୮ ରୁ  ୦୭.୪୫
ରାତ୍ରି- ୧୦.୩୯ ରୁ ୧୨.୪୯

ଅଶୁଭ ସମୟ

ରାହୁକାଳ- ଦିବା- ୦୪.୪୦ ରୁ ୦୬.୧୮
କାଳବେଳା- ଦିବା- ୧୧.୪୪ ରୁ ୦୧.୨୩
ବାରବେଳା- ଦିବା- ୧୦.୦୬ ରୁ ୧୧.୪୪
କାଳରାତ୍ରି- ରାତ୍ରି- ୦୧.୦୬ ରୁ ୦୨.୨୭