Panchang Today 2nd July 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୨ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଦିବା ୧୧.୧୪ ଗତେ ବୃଷ,ତିଥି- ୧୧ଶୀ ଦିବା ୦୮.୪୨ ଗତେ ୧୨ ଶୀ । ଘାତଚନ୍ଦ୍ର- ମେ ଷ ରାଶିର, ଦିବା ୧୧.୧୪ ଗତେ ବିଛା ରାଶିର ଘାତବାର- ମକ ର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୫.୨୭ ଗତେ ୨ ପାଦ-କୃଷି ଓ ବଂ ଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୮.୪୨ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ ନିଶାନ୍ତ ୦୪.୩୯ ଗତେ ରୋହିଣୀ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ

ଶୁଭ ସମୟ:

ପ୍ରାତଃ- ୦୫.୧୫ ରୁ ୦୬.୫୪

ଦିବା- ୦୯.୩୯ ରୁ ୧୨.୧୭

ଦିବା – ୦୪ .୪୭ ରୁ ୦୫.୩୩

ସନ୍ଧ୍ୟା- ୦୬. ୨୫ ରୁ ୦୭.୦୯

ରାତ୍ରି- ୦୯.୦ ୮ ରୁ ୧୦.୦୨

ରାତ୍ରି- ୧୨.୧ ୨ ରୁ ୦୨.୨୨

ଅଧିକ ପଢ଼ନ୍ତୁ: Vastu Tips: ଘରର ଏହି ଦିଗରେ କଳା ରଙ୍ଗ କରିଛନ୍ତି କି… ଜାଣନ୍ତୁ କେଉଁସବୁ ବିପଦର ସମ୍ମୁଖିନ ହେବାକୁ ପଡିବ

ଅଶୁଭ ସମୟ:

ରାହୁକାଳ- ଦିବା- ୦୩.୦୮ ରୁ ୦୪.୪୭

କାଳବେଳା- ଦିବା ୦୧.୨୯ ରୁ ୦୩.୦୮

ବାରବେଳା- ପ୍ରାତଃ ୦୬.୫୪ ରୁ ୦୮.୩୩

କାଳରାତ୍ରି- ରାତ୍ରି ୦୭.୪୭ ରୁ ୦୯.୦୮