Panchang Today 2nd January 2025:ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ ..

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ସୌର ଧନୁ ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨ ତାରିଖ ଗୁରୁବାର । ଚନ୍ଦ୍ର- ମକର ଅହୋରାତ୍ର,ତିଥି- ୩ ୟା ରାତ୍ରି ୦୧.୦୮ ଗତେ ୪ର୍ଥୀ,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ପୁଷ୍କର ଦୋଷ- ନାସ୍ତି ।

ଶୁଭସମୟ:

ପ୍ରାତଃ– ୦୬.୨୫ ରୁ ୦୭.୫୨

ସନ୍ଧ୍ୟା- ୦୬.୦୮ ରୁ ୦୯.୩୯

ରାତ୍ରି- ୦୧.୨୯ ରୁ ୦୩.୪୭

ନିଶାନ୍ତ- ୦୪.୪୦ ରୁ ୦୬.୨୫

ଅଶୁଭସମୟ:

ରାହୁକାଳ- ଦିବା ୦୧.୧୨ ରୁ ୦୨.୩୩

କାଳବେଳା- ଦିବା ୦୨.୩୩ ରୁ ୦୩.୫୪

ବାରବେଳା- ଦିବା ୦୩.୫୪ ରୁ ୦୫.୧୫

କାଳରାତ୍ରି- ରାତ୍ରି ୧୧.୫୦ ରୁ ୦୧.୨୯