/odishatv-khabar/media/post_attachments/uploadimage/library/16_9/16_9_0/Panchang_1704076267.jpg)
Panchang
ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୨ ମଙ୍ଗଳବାର ଚନ୍ଦ୍ର- ସିଂହ ସନ୍ଧ୍ୟା ୦୬.୨୮ ଗତେ କନ୍ୟା। ତିଥି- ୬ଷ୍ଠୀ ସନ୍ଧ୍ୟା ୦୫.୧୧ ଗତେ ୭ମୀ। ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ସନ୍ଧ୍ୟା ୦୬.୨୮ ଗତେ ବୃଷ ରାଶିର। ଘାତବାର- ମକର ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୧.୪୧ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୧୧ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ ତିଳକାଞ୍ଚନ ଦାନ
Advertisment
ଶୁଭ ସମୟ
ପ୍ରାତଃ- ୦୬.୨୫ ରୁ ୦୭.୦୮
ଦିବା- ୦୯.୦୭ ରୁ ୧୧.୨୮
ସନ୍ଧ୍ୟା- ୦୫.୧୫ ରୁ ୦୬.୫୪
ରାତ୍ରି- ୦୮.୩୨ ରୁ ୦୮.୪୬
ରାତ୍ରି- ୦୯.୩୮ ରୁ ୧୨.୧୬
ରାତ୍ରି- ୦୨.୦୨ ରୁ ୦୩.୪୭
ନିଶାନ୍ତ- ୦୪.୪୦ ରୁ ୦୬.୨୫
ଅଶୁଭ ସମୟ
ରାହୁକାଳ - ଦିବା ୦୨.୩୨ ରୁ ୦୩.୫୪
କାଳବେଳା- ଦିବା ୦୧.୧୧ ରୁ ୦୨.୩୨
ବାରବେଳା- ପ୍ରାତଃ ୦୭.୪୬ ରୁ ୦୯.୦୭
କାଳରାତ୍ରି- ସନ୍ଧ୍ୟା ୦୬.୫୪ ରୁ ୦୮.୩୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)