• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୨ ମଙ୍ଗଳବାର ଚନ୍ଦ୍ର- ସିଂହ ସନ୍ଧ୍ୟା ୦୬.୨୮ ଗତେ କନ୍ୟା। ତିଥି- ୬ଷ୍ଠୀ ସନ୍ଧ୍ୟା ୦୫.୧୧ ଗତେ ୭ମୀ। ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ସନ୍ଧ୍ୟା ୦୬.୨୮ ଗତେ ବୃଷ ରାଶିର। ଘାତବାର- ମକର ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୧.୪୧ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୧୧ ଗତେ ୩ ପାଦ-କୃଷି, ପଶୁ ଓ ବଂଶହାନି-ଭୂମି, ଅନ୍ନ ଓ  ତିଳକାଞ୍ଚନ ଦାନ  

ଶୁଭ ସମୟ

ପ୍ରାତଃ- ୦୬.୨୫ ରୁ ୦୭.୦୮

ଦିବା- ୦୯.୦୭ ରୁ ୧୧.୨୮ 

ସନ୍ଧ୍ୟା- ୦୫.୧୫ ରୁ ୦୬.୫୪

ରାତ୍ରି- ୦୮.୩୨ ରୁ ୦୮.୪୬

ରାତ୍ରି- ୦୯.୩୮ ରୁ ୧୨.୧୬

ରାତ୍ରି- ୦୨.୦୨ ରୁ ୦୩.୪୭

ନିଶାନ୍ତ- ୦୪.୪୦ ରୁ ୦୬.୨୫

ଅଶୁଭ ସମୟ

ରାହୁକାଳ - ଦିବା ୦୨.୩୨ ରୁ ୦୩.୫୪

କାଳବେଳା-  ଦିବା ୦୧.୧୧ ରୁ ୦୨.୩୨

ବାରବେଳା- ପ୍ରାତଃ ୦୭.୪୬ ରୁ ୦୯.୦୭

କାଳରାତ୍ରି- ସନ୍ଧ୍ୟା ୦୬.୫୪ ରୁ ୦୮.୩୨

OTV is now on Whatsapp

Join and get latest news update delivered to you via whatsapp

Join Now