Panchang Today 2nd February 2025: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Panchang

ସୌର ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର । ଚନ୍ଦ୍ର- ମୀନ ଅହୋରାତ୍ର,ତିଥି- ୪ର୍ଥୀ ଦିବା ୦୯.୧୪ ଗତେ ୫ମୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

ଶୁଭସମୟ:

ପ୍ରାତଃ- ୦୬.୨୫ ରୁ ୧୦.୦୮

ଦିବା- ୦୧.୨୪ ରୁ ୦୧.୫୨

ସନ୍ଧ୍ୟା- ୦୬.୨୬ ରୁ ୦୯.୦୦

ରାତ୍ରି- ୧୨.୨୫ ରୁ ୦୧.୩୬

ରାତ୍ରି- ୦୩.୧୨ ରୁ ୦୩.୫୧

ଅଶୁଭସମୟ:

ରାହୁକାଳ- ଦିବା ୦୪.୧୧ ରୁ ୦୫.୩୫

କାଳବେଳା- ଦିବା ୧୨.୦୦ ରୁ ୦୧.୨୪

ବାରବେଳା- ଦିବା ୧୦.୩୬ ରୁ ୧୨.୦୦

କାଳରାତ୍ରି- ରାତ୍ରି ୦୧.୩୬ ରୁ ୦୩.୧୨