Panchang Today 29th October 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର। ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୧୨ଶୀ ଦିବା ୧୦.୩୨ ଗତେ ୧୩ଶୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର।

Panchang

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର। ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୧୨ଶୀ ଦିବା ୧୦.୩୨ ଗତେ ୧୩ଶୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ମକର ରାଶିର। ପୁଷ୍କର ଦୋଷ- ୩ ପାଦ-କୃଷି , ବଂଶହାନି-ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୦.୩୨ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୩୩ ଗତେ ୧ ପାଦ-କୃଷିହାନି-ଭୂମିଦାନ।

ଶୁଭ ସମୟ-

ପ୍ରାତଃ– ୦୫.୫୦ ରୁ ୦୬.୩୫

ଦିବା– ୦୮.୪୦ ରୁ ୧୧.୦୭

ସନ୍ଧ୍ୟା- ୦୫.୧୦ ରୁ ୦୬.୪୫

ରାତ୍ରି- ୦୮.୨୦ ରୁ ୦୮.୩୩

ରାତ୍ରି- ୦୯.୨୩ ରୁ ୧୧.୫୫

ରାତ୍ରି- ୦୧.୩୭ ରୁ ୦୩.୧୮

ରାତ୍ରି- ୦୪.୦୯ ରୁ ୦୫.୫୦

ଅଶୁଭ ସମୟ-

ରାହୁକାଳ- ଦିବା ୦୨.୨୦ ରୁ ୦୩.୪୫

କାଳବେଳା- ଦିବା ୧୨.୫୫ ରୁ ୦୨.୨୦

ବାରବେଳା- ପ୍ରାତଃ ୦୭.୧୪ ରୁ ୦୮.୪୦

କାଳରାତ୍ରି-ସନ୍ଧ୍ୟା ୦୬.୪୫ ରୁ ୦୮.୨୦