Panchang Today 29th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର- ତୁଳା ନିଶାନ୍ତ ୦୬.୦୨ ଗତେ ବିଛା,ତିଥି- ୧୩ଶୀ ଦିବା ୦୮.୪୦ ଗତେ ୧୪ଶୀ,ଘାତଚନ୍ଦ୍ର- ନାସ୍ତି,ଘାତବାର- ବିଛା, ଧନୁ ଓ ମୀନ ରାଶିର,ପୁଷ୍କର ଦୋଷ- ଦିବା ୧୦.୧୭ ଗତେ,୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ

ଶୁଭ ସମୟ:

ପ୍ରାତଃ-୦୬.୦୭ ରୁ ୦୬.୫୧

ପ୍ରାତଃ- ୦୭.୩୪ ରୁ ୦୮.୫୧

ଦିବା-୧୧.୫୬ ରୁ ୦୨.୫୧

ଦିବା-୦୩.୩୫ ରୁ ୦୫.୦୨

ସନ୍ଧ୍ୟା- ୦୫.୫୪ ରୁ ୦୮.୧୮

ରାତ୍ରି- ୧୨.୦୧ ରୁ ୦୧.୪୬

ରାତ୍ରି- ୦୨.୩୮ ରୁ ୦୪.୨୩

ଅଶୁଭ ସମୟ:

ରାହୁକାଳ- ଦିବା ୧୦.୧୩ ରୁ ୧୧.୩୪

କାଳବେଳା- ଦିବା ୧୦.୧୩ ରୁ ୧୧.୩୪

ବାରବେଳା- ଦିବା ୦୮.୫୧ ରୁ ୧୦.୧୩

କାଳରାତ୍ରି- ରାତ୍ରି ୦୮.୧୮ ରୁ ୦୯.୫୭