/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ବୃଷ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ । ଇଂରାଜୀରେ ୨୯ତାରିଖ ଗୁରୁବାର । ଚନ୍ଦ୍ର- ମିଥୁନ ଅହୋରାତ୍ର। ତିଥୀ- ୩ୟା ରାତ୍ରି ୧୧.୧୮ ଗତେ ୪ର୍ଥୀ।ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର। ଘାତବାର-ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ-ରାତ୍ରି ୧୦.୪୦ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
Advertisment
ଶୁଭସମୟ-
ପ୍ରାତଃ-୦୫.୧୧ ରୁ ୦୬.୦୩
ଦିବା-୦୯.୩୩ ରୁ ୧୧.୨୭
ସନ୍ଧ୍ୟା-୦୭.୦୦ ରୁ ୦୯.୧୧
ରାତ୍ରି-୦୧.୦୫ ରୁ ୦୨.୧୬
ରାତ୍ରି-୦୩.୪୩ ରୁ ୦୫.୧୧
ଅଶୁଭସମୟ-
ରାହୁକାଳ- ଦିବା ୦୧.୨୨ ରୁ ୦୩.୦୦
କାଳବେଳା-ଦିବା ୦୩.୦୦ ରୁ ୦୪.୩୮
ବାରବେଳା- ଦିବା ୦୪.୩୮ ରୁ ୦୬.୧୭
କାଳରାତ୍ରି-ରାତ୍ରି ୧୧.୪୪ ରୁ ୦୧.୦୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)