Panchang Today 29th June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୩ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang

News Summary

ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୩ ଗୁରୁବାର । ଚନ୍ଦ୍ର- ସିଂହ ଅହୋରାତ୍ର ,ତିଥି- ୭ମୀ ରାତ୍ରି ୦୯.୩୩ ଗତେ ୮ମୀ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୦୯.୩୩ ପର୍ଯ୍ୟନ୍ତ , ତାପରେ ନିଶାନ୍ତ ୦୫.୦୮ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ

ଶୁଭ ସମୟ:

ପ୍ରାତଃ- ୦୫.୧୧ ରୁ ୦୬.୦୩

ଦିବା - ୦୯.୩୪ ରୁ ୧୧.୨୦

ସନ୍ଧ୍ୟା-୦୭.୦୫ ରୁ ୦୯.୧୫

ରାତ୍ରି- ୦୧.୦୮ ରୁ ୦୨.୧୮

ରାତ୍ରି- ୦୩.୪୪ ରୁ ୦୫.୧୧

ଅଶୁଭ ସମୟ:

ରାହୁକାଳ- ଦିବା- ୦୧.୨୫ ରୁ ୦୩.୦୪

କାଳବେଳା- ଦିବା ୦୩.୦୪ ରୁ ୦୪.୪୩

ବାରବେଳା- ଦିବା- ୦୪.୪୩ ରୁ ୦୬.୨୨

କାଳରାତ୍ରି- ରାତ୍ରି- ୧୧.୪୬ ରୁ ୦୧.୦୮