Panchang
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ବୁଧବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି- ଅମାବାସ୍ୟା ସନ୍ଧ୍ୟା ୦୬.୦୫ ଗତେ ପ୍ରତିପଦ । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୮.୧୯ ପର୍ଯ୍ୟନ୍ତ ।
ଶୁଭ ସମୟ-
ପ୍ରାତଃ- ୦୬.୨୬ ରୁ ୦୭.୫୫
ଦିବା- ୧୦.୩୬ ରୁ ୧୦.୩୭
ଦିବା- ୦୧.୫୧ ରୁ ୦୪.୪୮
ସନ୍ଧ୍ୟା- ୦୬.୨୪ ରୁ ୧୦.୪୨
ରାତ୍ରି- ୦୨.୦୮ ରୁ ୦୩.୧୨
ନିଶାନ୍ତ- ୦୪.୪୯ ରୁ ୦୬.୨୬
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୫୯ ରୁ ୦୧.୨୩
କାଳବେଳା- ଦିବା ୦୯.୧୩ ରୁ ୧୦.୩୬
ବାରବେଳା- ଦିବା ୧୧.୫୯ ରୁ ୦୧.୨୩
କାଳରାତ୍ରି- ରାତ୍ରି ୦୩.୧୨ ରୁ ୦୪.୪୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1737602618.jpg)