Panchanga
ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥ- ୨ୟା ଦିବା ୦୮.୦୦ ଗତେ ୩ୟା ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୮.୦୦ ପର୍ଯ୍ୟନ୍ତ ।
ଶୁଭ ସମୟ
ପ୍ରାତଃ- ୦୬.୨୩ ରୁ ୦୭.୦୭
ପ୍ରାତଃ- ୦୭.୫୦ ରୁ ୦୯.୦୬
ଦିବା- ୧୨.୧୦ ରୁ ୦୩.୦୩
ଦିବା- ୦୩.୪୬ ରୁ ୦୫.୧୨
ସନ୍ଧ୍ୟା- ୦୬.୦୫ ରୁ ୦୮.୩୦
ରାତ୍ରି- ୧୨.୧୫ ରୁ ୦୨.୦୦
ରାତ୍ରି- ୦୨.୫୩ ରୁ ୦୪.୩୮
ଅଶୁଭ ସମୟ
ରାହୁକାଳ - ଦିବା ୧୦.୨୭ ରୁ ୧୧.୪୮
କାଳବେଳା- ଦିବା ୧୦.୨୭ ରୁ ୧୧.୪୮
ବାରବେଳା- ଦିବା ୦୯.୦୬ ରୁ ୧୦.୨୭
କାଳରାତ୍ରି- ରାତ୍ରି ୦୮.୩୦ ରୁ ୧୦.୦୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchanga_1703734850.jpg)